odisha election 2024
EVM ତ୍ରୁଟି ଯୋଗୁ ଚାପା ଉତ୍ତେଜନା, ପୋଲିଙ୍ଗ ଅଫିସରଙ୍କ ନାଁରେ ଅଭିଯୋଗ
BJP candidate Upasana Mohapatra complained about negligence of the polling officer
May 25,2024, 12:26 PM IST
cookies swain
Video: ସମ୍ୱଲପୁରୀ ଗୀତରେ କୁକିଜଙ୍କ ଠୁମକା, ଦେଖନ୍ତୁ ଭିଡିଓ
Video: ନିଜର ନିଆରା ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି କୁକିଜ୍ ସ୍ୱାଇଁ । ସୋସିଆଲ ମିଡିଆ ଯୁଗରେ କୁକିଜ୍ ନିଜ ପ୍ରଶଂସକଙ୍କ ନିକଟରେ ପହଞ୍ଚିବା ସହ ଭଲ ପାଇବା ସାଉଣ୍ଟିବା ପାଇଁ ଅନେକ ସମୟରେ ସୁନ୍ଦର ରିଲ୍ସ ଗୁଡିକ ଅପଲୋଡ କରିଥାନ୍ତି । କୁକିଜଙ୍କ ରିଲ୍ସ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ । ନିକଟରେ ଏକ ରାସ୍ତା କଡରେ କାର୍ ସାମ୍ନାରେ କୁକିଜ୍ ଏହି ରିଲ୍ସ,ଟି ପ୍ରସ୍ତୁତ କରିଥିଲେ ଯାହା ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ୍ କରୁଛି
Apr 26,2024, 21:26 PM IST
puri jagannath temple
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଓ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ସକାଳ ୫ଟା ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି ।
Mar 22,2024, 7:52 AM IST
Lions Gate Opening Ritual of lord Jagannath temple puri
Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Mangal Alati of Sri Jagannath: କୋଟି ଓଡ଼ିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୨୫ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Feb 1,2024, 7:13 AM IST
Odisha Govt
Video: କ୍ୟାବିନେଟ ନିଷ୍ପତ୍ତିରେ ୫ଟି ଗୁରୁତ୍ୱପୂର୍ଣ୍ଣ ବିଷୟ
5 important points in the cabinet decision
Jan 30,2024, 0:13 AM IST
Viral Video
Video: ନେହା ଓ ବିଶ୍ୱରୂପାଙ୍କ ଏହି ରିଲ୍ସ ହେଉଛି ଖୁବ୍ ଭାଇରାଲ୍
Video: ବର୍ତ୍ତମାନର ଦୁଇ ଚର୍ଚ୍ଚିତ ଅଭିନେତ୍ରୀ ନେହା ନାଗେଶ୍ୱରୀ ଏବଂ ବିଶ୍ୱରୂପା ରାଉତ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି । ଓଡ଼ିଆ ସିରିଏଲରେ ସଫଳତା ପରେ ବର୍ତ୍ତମାନ ସେମାନଙ୍କ ଅଭିନିତ ମ୍ୟୁଜିକ୍ ଭିଡିଓ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିଛି । ଏହି ଯୋଡି କେବଳ ଅନ ସ୍କ୍ରିନରେ ନୁହେଁ ଅଫ୍ ସ୍କ୍ରିନରେ ମଧ୍ୟ ଖୁବ ମଜାମସ୍ତି କରୁଥିବାର ଭିଡିଓ ଭାଇରାଲ୍ ହେଉଛି । ଉଭୟେ ମିଶି ଅନେକ ରିଲ୍ସ ତିଆରି କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Jan 27,2024, 22:52 PM IST
ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ,
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା ସକାଳ ୪ଟା ୪ ମିନିଟରେ ସମାପନ ହୋଇଛି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି ।
Jan 25,2024, 6:52 AM IST
ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୂଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା 2:30 AM ରେ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି ।
Jan 19,2024, 7:26 AM IST
Srimandir: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା 06.00 AM ରେ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି ।
Jan 18,2024, 6:52 AM IST
Sradha Panigrahi
Video: ଆଇଟମ୍ ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଶ୍ରଦ୍ଧା, ଦେଖନ୍ତୁ ଭିଡିଓ
Video: ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଅନେକ ଓଡ଼ିଆ ମ୍ୟୁଜିକ ଭିଡିଓରେ ନିଜର ପାରଦର୍ଶୀତା ଦେଖାଇଛନ୍ତି । ତାଙ୍କ ନିଆରା ନୃତ୍ୟକୁ ଖୁବ ପସନ୍ଦ କରନ୍ତି ଦର୍ଶକ । ପ୍ରଶଂସକମାନେ ଶ୍ରଦ୍ଧାଙ୍କ ଅଭିନକୁ ମଧ୍ୟ ଖୁବ ପସନ୍ଦ କରନ୍ତି । ଅନେକ ସିରିଏଲ ଏବଂ ସିନେମାରେ ଶ୍ରଦ୍ଧା ଅଭିନୟ କରିଥିବାବେଳେ ଆଗକୁ ମଧ୍ୟ ଦର୍ଶକଙ୍କ ପାଇଁ ଶ୍ରଦ୍ଧା କିଛି ଭିନ୍ନ କରି ଦେଖାଇବାର ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଶ୍ରଦ୍ଧାଙ୍କ ଏକ ରିଲ୍ସ ଖୁବ୍ ଭାଇରାଲ୍ ହୋଇଛି ।
Jan 2,2024, 21:52 PM IST
Video: କୁକିଜ୍ ସ୍ୱାଇଁଙ୍କ ଏହି ଦମଦାର ଷ୍ଟେପ୍ ଇନଷ୍ଟାରେ ଲଗାଇଛି ନିଆଁ
Video: ଓଲିଉଡ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଗୋଟିଏ ପରେ ଗୋଟିଏ ମ୍ୟୁଜିକ ଭିଡିଓ ଭେଟି ଦେଉଛନ୍ତି ସଙ୍ଗୀତପ୍ରେମୀଙ୍କୁ । ଏଥିସହିତ ଆଗକୁ କୁକିଜଙ୍କର ଏକ ନୂଆ ସିନେମା ମଧ୍ୟ ଆସିବାକୁ ଯାଉଛି । ତେବେ କେବଳ ମ୍ୟୁଜିକ ଭିଡିଓ କିମ୍ୱା ସିନେମା ନୁହେଁ ବରଂ ସୋସିଆଲ ମିଡିଆରେ ଛୋଟ ଛୋଟ ଭିଡିଓ ତଥା ରିଲ୍ସ ବନାଇ ନିଜ ଫ୍ୟାନ୍ସଙ୍କର ମନ ଜିଣୁଛନ୍ତି କୁକିଜ୍ । ପୂର୍ବରୁ ଅନେକ ଭିଡିଓ ଆପଣଙ୍କୁ ଆମେ ଦେଖାଇଛୁ ସେହିପରି ବର୍ତ୍ତମାନ ଆଉ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି
Dec 30,2023, 22:39 PM IST
Lord Jagannath
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନଚର୍ଯ୍ଯା
ଜଗତର ନାଥ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଓ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି ।
Dec 27,2023, 7:00 AM IST
Jay jagannath
Video: ଶ୍ରୀମନ୍ଦିର ପତିତପାବନ ଆଳତୀ ଦର୍ଶନ ସହ ଆରମ୍ଭ କରନ୍ତୁ ଦିନ
Video: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ଶ୍ରୀକ୍ଷେତ୍ରରେ ଥରୁଟିଏ ଜଗାଦର୍ଶନ କଲେ ମିଳେ କୋଟି ଜନ୍ମର ପୁଣ୍ୟ । ପତିତ ଉଦ୍ଧାର କରିବା ପାଇଁ ଶ୍ରୀକ୍ଷେତ୍ରରେ ବିରାଜମାନ ପତିତପାବନ । ମହାପ୍ରଭୁଙ୍କ ଦିବ୍ୟ ଆଳତୀ ଦୃଶ୍ୟ ସହିତ ପ୍ରତି ଓଡ଼ିଆ ଆରମ୍ଭ କରନ୍ତି ଦିନ
Dec 26,2023, 6:52 AM IST
Video: ଅଇନାରେ ମୁହଁ ଦେଖି ଏମିତି ହେଲା ମାଙ୍କଡ, ଦେଖିଲେ ହସି ହସି ହେବେ ବେଦମ
Video: ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ତେଣୁ ପ୍ରତି ମୁହୂର୍ତ୍ତରେ ଅନେକ ନୂଆ ଜିନିଷ ଆମେ ଦେଖିବାକୁ ପାଉଛନ୍ତି । ଚୁଟକିରେ ଦେଶ ଦୁନିଆର ଜିନିଷ ଆମକୁ ମିଳିଯାଉଛି । ଅନେକ ସମୟରେ ବିଭିନ୍ନ ପ୍ରକାରର ମଜାଳିଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନ ଯେଉଁ ଭିଡିଓଟି ଆପଣ ଦେଖୁଛନ୍ତି ତାହା ମଧ୍ୟ ଫେସବୁକରେ ଭାଇରାଲ୍ ହୋଇଥିବା ଏକ ଭିଡିଓ । କାଚ ଅଇନା ସାମ୍ନାରେ ନିଜକୁ ଦେଖି ମାଙ୍କଡ କିପରି ପ୍ରତିକ୍ରିୟା ଦେଖାଉଛି ତାହା ଦେଖି ସମସ୍ତେ ହସି ହସି ବେଦମ୍ ।
Dec 25,2023, 22:13 PM IST
Video: ରାସ୍ତା ଉପରେ ଅଭିନେତ୍ରୀ କ୍ରିଷ୍ଣାପ୍ରିୟାଙ୍କ ନୃତ୍ୟ, ଭାଇରାଲ୍ ହେଲା ଭିଡିଓ
Video: ଓଲିଉଡ ଅଭିନେତ୍ରୀ କ୍ରିଷ୍ଣାପ୍ରିୟା ଛୋଟରାୟଙ୍କୁ ଆପଣ ଅନେକ ସିନେମା ଓ ସିରିଏଲରେ ଦେଖିଛନ୍ତି । ନିଜର ନୃତ୍ୟ ଓ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଲଭ୍ ଷ୍ଟେଶନ ସିନେମାରେ ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍ ଗୀତରେ ହ୍ୟାସ୍ୟ ଅଭିନେତା ପପୁ ପମ୍ପପମ୍ପଙ୍କ ସହିତ କ୍ରିଷ୍ଣାପ୍ରିୟାଙ୍କ ନୃତ୍ୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେବେ କ୍ରିଷ୍ଣା କେବଳ ସିନେମା କିମ୍ୱା ସିରିଏଲରେ ସୀମିତ ନରହି ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଭଲପାଇବା ସାଉଣ୍ଟୁଥିବା ଦେଖିବାକୁ ମିଳିଛି । ସେ ଅନେକ ରିଲ୍ସ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଥିବା ଦେଖିବାକୁ ମିଳିଛି ।
Dec 24,2023, 22:00 PM IST
Maa taaraa taarini
Video: ମାଆ ତାରାତାରିଣୀଙ୍କ ପୀଠରେ ରାଣୀ ପଣ୍ଡାଙ୍କ ପ୍ରତିଶୃତି
Video: ଯାତ୍ରା ତଥା ଆଲବମ ଅଭିନେତ୍ରୀ ରାଣୀ ପଣ୍ଡା ନିକଟରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ସେ ମାଆଙ୍କ ପୀଠ ପରିଦର୍ଶନ କରିବା ପରେ ମାଆଙ୍କ ପୀଠ ନିକଟରେ ଛିଡାହୋଇ କିଛି ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ, ପିଣ୍ଡରେ ପ୍ରାଣ ଥିବାଯାଏଁ ଲୋକଙ୍କ ଦୁଃଖ ସମୟରେ ପାଖରେ ଛିଡା ହେବେ ।
Dec 23,2023, 22:13 PM IST
Video: ଝିଅକୁ ନିଆରା ଅନ୍ଦାଜରେ ପାଠ ପଢାଉଛନ୍ତି ଓଲିଉଡ ଅଭିନେତ୍ରୀ ଆନିଶା
Video: କଥାରେ ଅଛି ମାଆର ସ୍ନେହ, ପ୍ରେମ ଦୁନିଆରେ ସବୁଠୁ ଶ୍ରେଷ୍ଠ । ଯେଉଁ ମାଆ ଆମକୁ ଜନ୍ମ ଦେଇ ଦୁନିଆ ଦେଖାଏ ସେହି ମାଆ ଆମକୁ ଆଗକୁ ବଢିବାକୁ ରାସ୍ତା ଦେଖାଇଥାଏ । ସେହିପରି ଇଏ ହେଉଛି ଏକ ମାଆ ଓ ଛୁଆର ସମ୍ପର୍କର ଦୃଶ୍ୟ । ଓଲିଉଡ ଅଭିନେତ୍ରୀ ଆନିଶା ନିଜ କୁନି ଝିଅକୁ ଭଲପାଇବା ଦେଇ ପାଠ ପଢାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।
Dec 22,2023, 22:26 PM IST
Video: ଓଲିଉଡ ଅଭିନେତା ସ୍ୱରାଜଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା, ଦେଖନ୍ତୁ ଭିଡିଓ
Video: ଓଲିଉଡ ଅଭିନେତା ସ୍ୱରାଜ ଶିଶୁ କଳାକାର ଭାବରେ ଓଡ଼ିଆ ସିନେ ଜଗତରେ ନିଜର କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ନାୟକ ଭୂମିକାରେ ଗୋଟେ ପରେ ଗୋଟେ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି । ଯେଉଁଥିପାଇଁ ସ୍ୱରାଜଙ୍କୁ ଅନେକ ଭଲପାଇବା ଦେଇଛନ୍ତି ଦର୍ଶକ । ନିକଟରେ ସ୍ୱରାଜ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଦେଖିବାକୁ ଫ୍ୟାନ୍ସମାନେ ଭିଡ ଜମାଇଥିଲେ । ସେହି ଦୃଶ୍ୟକୁ ସ୍ୱରାଜ ନିଜ ସୋସିଆଲ ମିଡିଆରେ ଅପଲୋଡ କରିବା ସହିତ ଲେଖିଛନ୍ତି ଯେ, This is enough for me to sleep today peacefully ! Thanks for giving "me" a space in your heart ।
Dec 21,2023, 18:26 PM IST
Video: ନିଆରା ଶୈଳୀରେ ଗୀତ ଗାଇ ଭାଇରାଲ୍ ହେଉଛନ୍ତି ଏହି ଯୁବକ
Video: ସୋସିଆଲ ମିଡିଆରେ ବେଶ୍ କିଛିଦିନ ହେବ ଖୁବ୍ ଭାଇରାଲ୍ ହେବାରେ ଲାଗିଛନ୍ତି ଏହି ଯୁବକ । ଭୁଲ୍ ହେଉ କି ଠିକ୍ ହେଉ ପ୍ରତି ଓଡ଼ିଆ ଓ ହିନ୍ଦୀ ଗୀତରୁ ପଦେ ପଦେ ମିଶାଇ ନନଷ୍ଟପ୍ ଭାବରେ ଗାଇ ଚାଲିଛନ୍ତି ଯୁବକ ଜଣକ । ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଯୁବକଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ୍ ଦେଉଥିବା ଦେଖିବାକୁ ମିଳିଛି ।
Dec 16,2023, 22:26 PM IST
Video: ରାସ୍ତା ମଝିରେ କୁକୁରକୁ କୁଣ୍ଢାଇଲେ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି
Video: ଦମଦାର ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଜଣେ ପଶୁ ପ୍ରେମୀ । ଅନେକ ସମୟରେ ସେ ବାହାରେ ବୁଲୁଥିବା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଖାଇବାକୁ ଦେଇଥାନ୍ତି । ପଶୁଙ୍କ ପ୍ରତି ଏତେ ମାତ୍ରାରେ ଭଲ ପାଇବା ରହିଛି ବୁଦ୍ଧାଦିତ୍ୟଙ୍କର ତାହା ଆପଣ ନିଜେ ନଦେଖିଲେ ବିଶ୍ୱାସ କରିପାରିବେନି । ଦେଖନ୍ତୁ ରାସ୍ତା କଡରେ ବୁଲୁଥିବା ଏକ ବୁଲା କୁକୁରକୁ କୋଳରେ ଧରି କିପରି ବୁଦ୍ଧାଦିତ୍ୟ ତାକୁ ଆଉଁସିବାରେ ଲାଗିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Dec 15,2023, 21:13 PM IST
Video: 'ଦୁଲହନ୍ ବନାମି' ଗୀତରେ ଗାୟିକା ନାଭ୍ୟାଙ୍କ ରିଲ୍ସ
Video: ଓଲିଉଡ କଣ୍ଠଶିଳ୍ପୀ ନାଭ୍ୟା ନିଜ କଣ୍ଠସ୍ୱର ପାଇଁ ଯେତିକି ଚର୍ଚ୍ଚାରେ ତାଙ୍କ ଫିଟନେସ୍ ଓ ଇନଷ୍ଟା ରିଲ୍ସ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ । ପ୍ରତ୍ୟକ ଟ୍ରେଣ୍ଡିଂ ଗୀତରେ ନାଭ୍ୟା ନିଜସ୍ୱ ଶୈଳୀରେ ରିଲ୍ସ ବନାଇ ଦର୍ଶକଙ୍କ ଭଲ ପାଇବା ସାଉଣ୍ଟୁଛନ୍ତି । ନିକଟରେ ଦୁଲହନ୍ ବନାମି ଗୀତରେ ଦେଖିବାକୁ ମିଳିଥିଲା ନାଭ୍ୟାଙ୍କ ରିଲ୍ସ । ଏହି ରିଲ୍ସଟି ଖୁବ୍ ଭାଇରାଲ୍ ମଧ୍ୟ ହୋଇଛି ।
Dec 14,2023, 23:13 PM IST
Video: 'ପଖାଳକୁ ବଡି ଚୁରା ବାଢିବୁ ବସି' ଗୀତରେ କଣ୍ଠଶିଳ୍ପୀଙ୍କ ରିଲ୍ସ
Video: କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ଅନେକ ସମୟରେ ବିଭିନ୍ନ ପ୍ରକାରର ରିଲ୍ସ ତିଆରି କରି ନିଜ ପ୍ରଶଂସକଙ୍କ ଚର୍ଚ୍ଚାର ପାତ୍ର ହୋଇଥାନ୍ତି । ତେବେ ନିକଟରେ ଜ୍ୟୋତିର୍ମୟୀ ଏପରି ଏକ ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । 'ପଖାଳକୁ ବଡି ଚୁରା ବାଢିବୁ ବସି' ଗୀତରେ କରିଥିବା ଏହି ରିଲ୍ସଟିକୁ ପସନ୍ଦ କରୁଛନ୍ତି ଦର୍ଶକ
Dec 14,2023, 22:26 PM IST
CM Naveen Patnaik
ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଭ ବିନ୍ଦ୍ରଙ୍କ ସହଭାଗିତାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ବିଭାଗରେ ଆଥଲେଟ୍ ମାନଙ୍କୁ ଯୋଗାଇବା ପାଇଁ ଡିଜାଇନ୍ ହୋଇଥିବା ଏହି ଅନ୍ତର୍ଭୂକ୍ତ ସୁବିଧା, ଆଘାତ ପରିଚାଳନା, ପୁନଃ ଥଇଥାନ, ପୁନରୁଦ୍ଧାର ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏକ ହବ୍ ହେବାକୁ ପ୍ରସ୍ତୁତ ହୋଇଛି ।
Dec 11,2023, 21:26 PM IST
Video: ଖୁବଶୀଘ୍ର ଆସୁଛି ଭାଇରାଲ୍ ଗର୍ଲ ବିଶ୍ୱରୂପାଙ୍କ ନୂଆ ମ୍ୟୁଜିକ ଭିଡିଓ
Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଓଡ଼ିଆ ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କର ନାମ ପରିବର୍ତ୍ତନ ହୋଇଛି । ତାଙ୍କୁ ଅନେକ ପ୍ରଶଂସକ ଓ ନିଜ ସହ କଳାକାରମାନେ ମଟନ କାଙ୍ଗାଳି ନାମକେ ଡାକୁଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ବିଶ୍ୱରୂପାଙ୍କ ଅଭିନୟ ଓ ପ୍ରତିଟି ରିଲ୍ସ ଦର୍ଶକଙ୍କର ପ୍ରିୟ ହୋଇପାରିଛି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆପଣ ଖୁବ ଶୀଘ୍ର ବିଶ୍ୱରୂପାଙ୍କୁ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓରେ ଦେଖିବାକୁ ପାଇବେ ।
Dec 8,2023, 22:39 PM IST
Video: ଫ୍ୟାନଙ୍କ ସହ ରିଲ୍ସ ବନାଇଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଭାଇରାଲ୍ ହେଲା ଭିଡିଓ
Video: ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜ ଫ୍ୟାନ୍ସମାନଙ୍କ ସହିତ ସମୟ ବିତାଇବାକୁ ଖୁବ୍ ଭଲ ପାଆନ୍ତି । ଫ୍ୟାନ୍ସଙ୍କ ଡିମାଣ୍ଡ ପୂରଣ ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ନିକଟରେ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ବୁଦ୍ଧାଦିତ୍ୟଙ୍କୁ ଦେଖି ପ୍ରଶଂସକମାନେ ଭିଡ ଜମାଇଥିଲେ । ଭିଡ ମଧ୍ୟରେ ବୁଦ୍ଧାଦିତ୍ୟଙ୍କ ସହିତ ଫଟୋ ଉଠାଇଥିଲେ ପ୍ରଶଂସକ । ଏହାରି ମଧ୍ୟରେ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ସୋସିଆଲ ମିଡିଆରେ । ଯେଉଁଥିରେ ଦେଖିବାକୁ ମିଳିଛି ବୁଦ୍ଧାଦିତ୍ୟ ନିଜ ପ୍ରଶଂସକଙ୍କ ସହିତ ରିଲ୍ସ ବନାଇଛନ୍ତି ।
Dec 7,2023, 22:26 PM IST
Video: ସେଲିବ୍ରେଟିଙ୍କ ପାଇଁ ସମସ୍ୟା ବଢ଼ାଇଲା AI, ମୁହଁ ଖୋଲିଲେ ଅଭିନେତ୍ରୀ ଲେସଲି
Video: ବଲିଉଡ ସେଲିବ୍ରିଟିମାନେ କିଛି ସମୟ ପାଇଁ ଡିପ ଫେକ ଭିଡିଓର ଶିକାର ହେଉଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ଆଲିଆଙ୍କୁ ନେଇ ହୋଇଥିବା ଏହି AI ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଜଣେ ଝିଅ ବିଛଣାରେ ବସି ଖରାପ ଅଙ୍ଗଭଙ୍ଗୀ କରୁଥିବା ନଜର ଆସିଛନ୍ତି। ଏହି ଝିଅର ମୁହଁରେ ଆଲିଆଙ୍କ ଚେହେରା ଯୋଡ଼ା ଯାଇଛି । ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଲେସଲି ତ୍ରିପାଠୀ ।
Nov 27,2023, 18:39 PM IST
Ollywood News
Video: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ମଙ୍ଗଳବାର ଆଲୋଚନା ହେବ
Video: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଦ୍ବିତୀୟ ଦିନରେ ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ଗତକାଲି ଠାରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବା ଦର୍ଶାଉଛି।
Nov 25,2023, 21:00 PM IST
Video: ଅଭିନେତା ଜୟଦେବ ଏବଂ ଅନୁଷ୍କାଙ୍କ ରିଲ୍ସ, ସୋସିଆଲ୍ ମିଡିଆରେ ଭାଇରାଲ୍
Video: ସଙ୍ଗୀତପ୍ରେମୀଙ୍କୁ ଅନେକ ଗୁଡିଏ ମ୍ୟୁଜିକ୍ ଭିଡିଓ ଭେଟି ଦେଇଛନ୍ତି ଜୟଦେବ ରାଉଲ । ସୋସିଆଲ ମିଡିଆରେ ମଧ୍ୟ ଜୟଦେବ ଖୁବ୍ ସକ୍ରିୟ । ନିଜ ଫ୍ୟାନ୍ସ ମାନଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ସେ । ସେଥିପାଇଁ ବିଭିନ୍ନ ସମୟରେ ରିଲ୍ସ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ତ୍ତମାନ ଯେଉଁ ରିଲ୍ସଟି ଆପଣ ଦେଖୁଛନ୍ତି ସେଥିରେ ଦେଖିବାକୁ ମିଳିଛି ଜୟଦେବଙ୍କ ସହ ଅନୁଷ୍କା ରାଉତରାୟଙ୍କ ସୁନ୍ଦର ନୃତ୍ୟ ।
Nov 22,2023, 22:52 PM IST
Video: ସ୍କୁଲ ଛାତ୍ରୀଙ୍କ ଜବରଦସ୍ତ ଆକ୍ସନ, ରିଲ୍ସ ହେଲା ଭାଇରାଲ୍
Video: ଜଣେ ସ୍କୁଲ ଛାତ୍ରୀ ଖୁବ୍ ନିଆରା ଢଙ୍ଗରେ ବିଭିନ୍ନ ପ୍ରକାରର ରିଲ୍ସ ବନାଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଦେଖିବାକୁ ମିଳିଛି । ସାରା ଦେଶରେ ବର୍ତ୍ତମାନ ଛାତ୍ରୀଙ୍କର ଭିଡିଓ ଖୁବ୍ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । କୁନି ଝିଅଟି ଖୁବ ସୁନ୍ଦର ଦେଖାଯାଉଥିବା ସହ ତାଙ୍କର ଆକ୍ସନ ନୃତ୍ୟପ୍ରେମୀଙ୍କ ମନକୁ ଛୁଇଁଛି
Nov 22,2023, 21:26 PM IST
Video: କଇଁଛ ପିଠିରେ ବୁଲୁଛି କୁକୁର, ଭିଡିଓ ଭାଇରାଲ୍
Video: ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ସେମଧ୍ୟରୁ କିଛି ମଜାଦାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥାଏ ସୋସିଆଲ୍ ମିଡିଆରେ । ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି । ବର୍ତ୍ତମାନ ଯେଉଁ ଭିଡିଓଟି ଆପଣ ଦେଖୁଛନ୍ତି ତାହା ମଧ୍ୟ ସୋସିଆଲ ମିଡିଆର ଏକ ଭାଇରାଲ୍ ଭିଡିଓ ।
Nov 21,2023, 22:52 PM IST
Video: ଭିନ୍ନ ଇସାରା, ନିଆରା ଚାହାଣୀରେ ଅଭିନେତ୍ରୀ କୁକିଜଙ୍କ ନୂଆ ରିଲ୍ସ
Nov 20,2023, 22:52 PM IST
Video: ସେଲିବ୍ରେଟିଙ୍କ ଫିଟନେସ୍ ଫର୍ମୁଲା, ଦେଖନ୍ତୁ ଜିନାଙ୍କ ଜିମ୍ ୱାର୍କ
Video: ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓଡ଼ିଶାର ଘରେ ଘରେ ବେଶ୍ ପରିଚିତ । ନିଜ ଅଭିନୟ ପାଇଁ ଜିନା ସବୁବେଳେ ଲୋକଙ୍କର ପ୍ରଥମ ପସନ୍ଦ । ଅଭିନେତ୍ରୀ ଭାବରେ ପରଦାରେ ନିଜର ଫିଟନେସକୁ ବଜାୟ ରଖିବା ପାଇଁ ଜିନା ଅନେକ ପରିଶ୍ରମ କରନ୍ତି ଜିମରେ । ଆସନ୍ତୁ ଦେଖିବା ଜିନା ଜିମ୍ ରେ କିପରି ଭାବରେ ପରିଶ୍ରମ କରୁଛନ୍ତି ନିଜକୁ ଫିଟ୍ ରଖିବା ପାଇଁ
Nov 20,2023, 21:52 PM IST
Video: ସୁକୁମାରୀ ଗୀତରେ ମଞ୍ଚ ଦୁଲୁକାଇଲେ ଗାୟିକା ଅସୀମା ପଣ୍ଡା
Video: ବର୍ତ୍ତମାନ ମଧ୍ୟ ଅନେକ ସୁନ୍ଦର ଓଡ଼ିଆ ଗୀତ ପ୍ରସ୍ତୁତ କରାଯାଉଛି । ଯାହାକୁ ସଂଗୀତପ୍ରେମୀ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୟୁଟୁବ୍ ଭିୟୁରୁ ସହଜରେ ଜଣା ପଡୁଛି ଯେ, ଲୋକମାନେ କେଉଁ ପ୍ରକାରର ଗୀତକୁ ଅଧିକ ପସନ୍ଦ କରୁଛନ୍ତି । ଖୁବ୍ ଅଳ୍ପ କିଛିଟା ଦିନରେ ମ୍ୟୁଜିକ୍ ଭିଡିଓ 'ସୁକୁମାରୀ'କୁ ଗୀତ ମିଲିୟନ ମିଲିୟନ ଭିୟୁଜ୍ ମିଳିଛି । ଏହି ଗୀତଟି ଖୁବ୍ ଲୋକପ୍ରିୟ ହେବା ପରେ ଯାତ୍ରା ମଞ୍ଚ ତଥା ଷ୍ଟେଜ୍ ଶୋ ଗୁଡିକରେ ମଧ୍ୟ ଗୀତଟି ପରିବେଷଣ କରିବା ନେଇ ଲୋକଙ୍କ ଡିମାଣ୍ଡ୍ ରହିଛି । ନିକଟରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏକ କାର୍ଯ୍ୟକ୍ରମରେ ଗୀତଟିକୁ ଖୁବ୍ ନିଆରା ଢଙ୍ଗରେ ଉପସ୍ଥାପନା କରିଥିଲେ ।
Nov 19,2023, 22:13 PM IST
Video: ଟ୍ରେନ୍ ଭିତରେ ରିତେଶଙ୍କ ରିଲ୍ସ, ସୋସିଆଲ୍ ମିଡିଆରେ ଭାଇରାଲ୍
Video: ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ପ୍ରତିଟି ସମୟରେ ଅନେକ ବ୍ୟକ୍ତି ନିଜର ଟ୍ୟାଲେଣ୍ଟ୍ ଦେଖାଇବା ପାଇଁ ସୋସିଆଲ୍ ମିଡିଆକୁ ବ୍ୟବହାର କରିଥାନ୍ତି । ସୋସିଆଲ ମିଡିଆ ପାଇଁ ବର୍ତ୍ତମାନ ବଣ ମଲ୍ଲୀ ଆଉ ବଣରେ ନରହି ଲୋକଲୋଚନକୁ ଆସିପାରୁଛି । ଅନେକ ବ୍ୟକ୍ତିତ୍ୱଙ୍କୁ ସୋସିଆଲ୍ ମିଡିଆ ରାତା ରାତି ଷ୍ଟାର୍ ମଧ୍ୟ କରିଛି । ବର୍ତ୍ତମାନ ଆପଣ ଯେଉଁ ଭିଡିଓଟି ଦେଖୁଛନ୍ତି ସେଥିରେ ନୃତ୍ୟଶିଳ୍ପୀ ରିତେଶ୍ ଟ୍ରେନ୍ ଭିତରେ ଏକ ରିଲ୍ସ ପ୍ରସ୍ତୁତ କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Nov 19,2023, 21:39 PM IST
romyanjali priyadarshini
Video: କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ରିଲ୍ସ ବନେଇଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ
Video: ବର୍ତ୍ତମାନ ଅଭିନେତ୍ରୀ ରୋମ୍ୟାଞ୍ଜଳୀଙ୍କୁ ନେଇ ଅନେତ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଲଗାତାର୍ ତାଙ୍କର ଅନେକ ଗୁଡିଏ ଗୀତ ହିଟ୍ ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ରୋମ୍ୟାଞ୍ଜଳୀଙ୍କ ନିକଟକୁ ଅନେକ ଗୁଡିଏ ଅଫର୍ ଆସୁଥିବା ସୂଚନା ମିଳିଛି । ରୋମ୍ୟାଞ୍ଜଳୀ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ଯୋଡି ରହିବାକୁ ଅନେକ ଗୁଡିଏ ରିଲ୍ସ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଯେଉଁ ରିଲ୍ସଟି ଭାଇରାଲ୍ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ଭିଡିଓରେ ନଜର ଆସିଛନ୍ତି ରୋମ୍ୟାଞ୍ଜଳୀ ।
Nov 18,2023, 22:26 PM IST
Video: 'ତୋର ଚାଲିଟା ସୁନ୍ଦର' ଗୀତରେ ଯୁବକଙ୍କ ରିଲ୍ସ, ଦେଖିଲେ ହସିବେ ଆପଣ
Video: ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ସମସ୍ତେ ନିଜସ୍ୱ ଶୈଳୀରେ ଅନ୍ୟର ମନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ସେହିପରି ଜଣେ ଯୁବକଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଶହ ଶହ ସୋସିଆଲ ମିଡିଆ ୟୁଜର ଏହି ଭିଡିଓଟିକୁ ଦେଖି ହସି ହସି ବେଦମ ହେବା ସହ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳୁଛି । ଆପଣ ମଧ୍ୟ ଏହି ଭିଡିଓଟି ଦେଖିଲେ ନିଶ୍ଚେ ହସିବେ ।
Nov 18,2023, 20:13 PM IST
odia comedy
Video: ଗିରିଜା ଶଙ୍କରଙ୍କ ନୂଆ ରିଲ୍ସ ହେଲା ଭାଇରାଲ୍
Video: ନିଜର ନିଆରା ଅନ୍ଦାଜ କମେଡି ମାଧ୍ୟମରେ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ହାସ୍ୟ ଅଭିନେତା ତଥା ୟୁଟୁବର ଗିରିଜା ଶଙ୍କର ପଣ୍ଡା । ଲକ୍ ଡାଉନ ସମୟରେ ୟୁଟୁବ ମାଧ୍ୟମରେ ଲୋକଙ୍କ ନିକଟରେ କାକା ନାମରେ ପରିଚିତ ହୋଇଥିବା ଗିରିଜା ବର୍ତ୍ତମାନ ମାହାଲ ମାଣ୍ଡା ମାଧ୍ୟମରେ ବେଶ୍ ପରିଚୟ ହାସଲ କରିଛନ୍ତି । ତାଙ୍କ ଅଭିନୟ ଦେଖି ଦର୍ଶକେ ଖୁବ୍ ପ୍ରଶଂସା କରୁଥିବା ସମୟରେ ଅନେକ ମଞ୍ଚରେ ଅତିଥି ଭାବରେ ଯୋଗ ଦେଉଛନ୍ତି ଗିରିଜା । ଏହି ଭିଡିଓଟିରେ ଦେଖିବାକୁ ମିଳିଛି ଗିରିଜା ଜଣେ ମାଛ ବ୍ୟବସାୟୀ ବେଶ ଧାରଣ କରି ରିଲ୍ସ ପ୍ରସ୍ତୁତ କରିଛନ୍ତି ।
Nov 17,2023, 13:39 PM IST
Video: ମହାପ୍ରଭୁଙ୍କ ଦିବ୍ୟ ଦର୍ଶନରୁ ଆରମ୍ଭ କରନ୍ତୁ ଦିନ
Video: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରତିଟି ଓଡ଼ିଆଙ୍କ ପାଇଁ ସେ ହେଉଛନ୍ତି ବଡ଼ ଠାକୁର । କେବଳ ଓଡ଼ିଶା ନୁହେଁ ଦେଶର ପ୍ରତିଟି କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ଟିକକ ପାଇଁ ପ୍ରତିଦିନ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । କାରଣ ସେ ହେଉଛନ୍ତି ଭାବ ଓ ଭକ୍ତିର କାଳିଆ ଠାକୁର । ଭକ୍ତଙ୍କ ମନରେ ବିଶ୍ୱାସ ରହିଛି ଯେ, ଶ୍ରୀକ୍ଷେତ୍ରରେ ଥରୁଟିଏ ମହାପ୍ରଭୁଙ୍କ ଦର୍ଶନ କରିଦେଲେ ଜୀବନ ହୋଇଯାଏ ଧନ୍ୟ ।
Nov 17,2023, 6:13 AM IST
Video: ସମୁଦ୍ର କୂଳରେ ଯୁବକଙ୍କ କମାଲ୍ ଡ୍ୟାନ୍ସ, ଭିଡିଓ ଭାଇରାଲ୍
Video: ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ଫ୍ୟାନ୍ସ ଫଲୋଅର ବଢାଇବାକୁ ବିଭିନ୍ନ ପ୍ରୟାସ କରୁଛନ୍ତି ଯୁବପିଢୀ । ସମସ୍ତେ ନିଜର ଟ୍ୟାଲେଣ୍ଟକୁ ଖୁବ ସହଜରେ ଉପସ୍ଥାପନ କରିପାରୁଛନ୍ତି ସୋସିଆଲ୍ ମିଡିଆ ମାଧ୍ୟମରେ । ବର୍ତ୍ତମାନ ଆପଣ ଦେଖୁଥିବା ଭିଡିଓଟିକୁ ସେୟାର କରିଛନ୍ତି ନୃତ୍ୟଶିଳ୍ପୀ ରିତେଶ । ସମୁଦ୍ର କୂଳରେ ଓକ ପୁରୁଣା ହିଟ୍ ଗୀତ 'ମାଧବି ତୁମତେ କଲୁ ନିକମା'ରେ ରିଲ୍ସ ବନାଇବା ପରେ ରିଲ୍ସଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Nov 16,2023, 13:39 PM IST
Nov 16,2023, 6:00 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.